ପୂଜାପାର୍ବଣୀ
ପ୍ରତିବର୍ଷ ଉତ୍ସବାଦି ଉପଲକ୍ଷରେ ଆଶ୍ରିତ ବ୍ୟକ୍ତି ଓ ଭୃତ୍ୟମାନଙ୍କୁ ଖାମିଦମାନେ ଅନୁଗ୍ରହପୂର୍ବକ ଦେବା ବକ୍ସିସ (ଧନ ଓ ବସ୍ତ୍ରାଦି) —Tips or rewards given to servants etc on the occasions of religious festivals.