ପୂଜାର୍ହ
(ପୂଜାର୍ହା—ସ୍ତ୍ରୀ)
ପୂଜିତ ହେବାର ଯୋଗ୍ୟ; ପୂଜ୍ୟ; ସମ୍ମାନଭାଜନ — Respectable; worshipable; deserving homage.