Jump to content

ପୂଜା କରିବା

ଉଇକିଅଭିଧାନ‌ରୁ

ପୂଜା କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପୂଜ୍ ଧାତୁ)

[ସମ୍ପାଦନା]
୧. ସମ୍ମାନ ଦେବା — ୧. To pay respects or homage.
୨. ସେବା କରିବା — ୨. To serve or tend a person.
୩. ଦେବତାଙ୍କୁ ନୈବେଦ୍ୟ ଅର୍ପଣ କରିବା ଓ ବନ୍ଦନା କରିବା — ୩. To offer offerings to a Dity and to worship.
୪. ସତ୍ୟନାରାୟଣ ପାଲାର ଗୀତ ବା ନାଟ କରିବା — ୪. To perform Pālā (song or dancing).
୫. ଦୈନିକ ପୂଜା ଆହ୍ନିକାଦି କରିବା — ୫. To perform one's daily religious rites.

(ଯଥା—ଦେବପୂଜା, ସ୍ତୁତିପାଠ, ସନ୍ଧ୍ୟା ବନ୍ଦନା, ମାଳା ଗଡ଼ାଇବା, ସଂକୀର୍ତ୍ତନ କରିବା, ଚିତା ଘେନିବା, ନିର୍ମାଲ୍ୟ ସେବା କରିବା, ଧର୍ମଶାସ୍ତ୍ର ପଢ଼ିବା ହୋମ କରିବା, ତୁଳସୀ ମୂଳରେ ପାଣି ଦେବା ପ୍ରଭୃତି ଦୈନିକ ପୂଜାର ଅନ୍ତଗର୍ତ)

୬. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିଙ୍କୁ ନାନାବିଧ ସୁଖକକ ବା ଭୋଗରେ ରଖିବା —୬. (figurative) To give a person all conceivable comforts of life.
୭. ବ୍ୟବହାର୍ଯ୍ୟ ବସ୍ତୁକୁ ଅଭିପ୍ରେତ ବ୍ୟବହାରରେ ନ ଲଗାଇ ରଖିଦେବା — ୭. Not to use a thing but store it instead of applying it to its intended use.
୮. (ବ୍ୟଙ୍ଗ) ଶୋଧିବା; ଗାଳିମନ୍ଦ କରିବା — ୮. To abuse a person.