ପୂଜା କୋଥଳି
ଦେଖଣା
ପୂଜା କୋଥଳି
ଉଚ୍ଚାରଣ
[ସମ୍ପାଦନା]ପୂଜା କୁଥଳି, ପୂଜା କୋଥଲି, ପୂଜା ମୁଣି ଅନ୍ୟରୂପ
=== ଦେଶଜ - ବି—ଯେଉଁ ମୁଣିରେ ମନୁଷ୍ୟର ନିତ୍ୟ ବ୍ୟବହାର୍ଯ୍ୟ ପୂଜାର ସାମଗ୍ରୀ
(ଯଥା—ଜପମାଳା, ଚନ୍ଦନପେଡ଼ି, ଚନ୍ଦନକାଠ, ନିର୍ମାଲ୍ୟ ଆଦି) ଥାଏ — A wallet containing the materials used during one's daily worship.