Jump to content

ପୂଜା ଘଡ଼ି

ଉଇକିଅଭିଧାନ‌ରୁ

ପୂଜା ଘଡ଼ି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶାରଦୀୟ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବ ବା ପରବର୍ତ୍ତୀ ସମୟ — ୧. The time of the autumnal Durgāpūjā.
୨. ପୂଜା ଉପଲକ୍ଷ — ୨. The occasion of the Durgāpūjā festival.

[ଦ୍ରଷ୍ଟବ୍ୟ —ପୂଜାଘଡ଼ି ବା ପୂଜା ସମୟରେ ଲୋକେ ନାନା ଭୋଗ୍ୟ ଦ୍ରବ୍ୟ ଓ ନୂତନ ବସ୍ତ୍ର ଆଦି କିଣି ଘରକୁ ନିଅନ୍ତି ଏଥିପାଇଁ ବଜାର ନାନା ଚିତ୍ତାକର୍ଷକ ପଣ୍ୟଦ୍ରବ୍ୟରେ ପୂର୍ଣ୍ଣ ହୋଇଥାଏ ଓ ପଣ୍ୟଦ୍ରବ୍ୟର ଦରଦାମ ବଢ଼ିଯାଏ ପୂଜା ଉପଲକ୍ଷରେ ଗୃହସ୍ଥମାନଙ୍କର ଉତ୍ସବାଦିରେ ବହୁ ବ୍ୟୟ ହୁଏ ଚାକର ଓ ଆଶ୍ରିତ ଲୋକମାନଙ୍କୁ ବକ୍ସିସ୍ ଆଦି ମଧ୍ୟ ଦିଆଯାଏ]