ପୂଜା ଦେବା
ଦେଖଣା
ପୂଜା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୂଜା ଦେବା
|
(ପୂଜା ଲଗାଇବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]ଦେବତାଙ୍କୁ ନୈବେଦ୍ୟ ବସ୍ତୁ ବା ଭୋଗ ମନ୍ତ୍ରାଦିଦ୍ୱାରା ସମର୍ପଣ କରିବା —To make offerings to a Deity by consecrating the food.
ପୂଜା ଦେବା
|
(ପୂଜା ଲଗାଇବା—ଅନ୍ୟରୂପ)
ଦେବତାଙ୍କୁ ନୈବେଦ୍ୟ ବସ୍ତୁ ବା ଭୋଗ ମନ୍ତ୍ରାଦିଦ୍ୱାରା ସମର୍ପଣ କରିବା —To make offerings to a Deity by consecrating the food.