ପୂଜା ପେଡ଼ି
ପୂଜା ପେଡ଼ା, ପୂଜାବାକ୍ସ ଅନ୍ୟରୂପ
ପୂଜାର ସରଞ୍ଜାମ ରଖାଯିବା ବାକ୍ସ ବା କୋଥଲି —A box or bag containing the materials used during one's daily worship.