ପୂଜା ସାମଗ୍ରୀ
ଦେଖଣା
ପୂଜା ସାମଗ୍ରୀ
ଉଚ୍ଚାରଣ
[ସମ୍ପାଦନା](ପୂଜା ସମ୍ଭାର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦେବପୂଜାର ଉପକରଣ — ୧. Materials required for the performance of the rites.
- ୨. ପୂଜାଦ୍ରବ୍ୟ; ନୈବେଦ୍ୟ —୨. Offerings intended to be given to a Deity.
- ୩. ଯେଉଁ ଯେଉଁ ବସ୍ତୁ ବା ପାତ୍ରାଦି ମନୁଷ୍ୟର ନିତ୍ୟ ପୂଜାହ୍ନିକ ସମୟରେ ଦରକାର ହୁଏ (ଯଥା—ପଞ୍ଚୁପାତ୍ରୀ. ମାଳା, ଚନ୍ଦନକାଠ, ଚନ୍ଦନପେଡ଼ି) —୩. The articles required during a person's daily worship.