Jump to content

ପୂଜିତ

ଉଇକିଅଭିଧାନ‌ରୁ

ପୂଜିତ

ଉଚ୍ଚାରଣ

[ସମ୍ପାଦନା]
(ପୂଜିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ପୂଜ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଯାହାଙ୍କୁ ପୂଜା କରାଯାଇ ଅଛି; ଅର୍ଚ୍ଚିତ — ୧. Worshipped; adored.
୨. ସତ୍କୃତ; ସେବିତ —୨. Entertained.
୩. ସମ୍ମାନିତ —୩. Respected; revered.
୪. ପ୍ରଶଂସିତ —୪. praised; eulogised.