Jump to content

ପୂଜିବା

ଉଇକିଅଭିଧାନ‌ରୁ

ପୂଜିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ପୂଜ୍ ଧାତୁ)

[ସମ୍ପାଦନା]
୧. (ଦେବତାଙ୍କ) ପୂଜା କରିବା —୧. To offer worship (to a Deity).

ଯାହା ପାଇଁ ଶିବ ପୂଜୁ ଥାଉ କବିସୂର୍ଯ୍ୟ. ସଙ୍ଗୀତ

୨. ସମ୍ମାନ କରିବା —୨. To pay homage.

ପ୍ରାଦେଶିକ - (କଳାହାଣ୍ଡି ଓ ଯାଶପୁର) କ୍ରି.

[ସମ୍ପାଦନା]

ହାଣିବା; କାଟିବା — To cut.