Jump to content

ପୂଜ୍ୟ

ଉଇକିଅଭିଧାନ‌ରୁ

ପୂଜ୍ୟ

ଉଚ୍ଚାରଣ

[ସମ୍ପାଦନା]
(ପୂଜ୍ୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପୂଜ୍ ଧାତୁ+କର୍ମ. ଯ)

[ସମ୍ପାଦନା]

ପୂଜନୀୟ; ଆରାଧ୍ୟ — Venerable; adorable.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଶ୍ୱଶୁର —Father-in-law.