Jump to content

ପୂଜ୍ୟମାନ

ଉଇକିଅଭିଧାନ‌ରୁ

ପୂଜ୍ୟମାନ

ଉଚ୍ଚାରଣ

[ସମ୍ପାଦନା]
(ପୂଜ୍ୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପୂଜ୍ ଧାତୁ+କର୍ମ. ମାନ)

[ସମ୍ପାଦନା]
୧. ପୂଜ୍ୟ — ୧. Venerable.
୨. ସେବ୍ୟମାନ; ଯାହାଙ୍କୁ ପୂଜା କରା ଯାଉଛି — ୨. Being worshipped; revered; venerated.