ପୂତି
ଦେଖଣା
ପୂତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୂତି ଧାତୁ=ପବିତ୍ର କରିବା+ଭାବ. ତି)
[ସମ୍ପାଦନା]- ୧. ପବିତ୍ରତା —୧. Purity; sanctity.
- ୨. ପବିତ୍ରୀକରଣ; ପ୍ରତିଷ୍ଠା —୨. Purification.
- ୩. (ପୂଯ୍ ଧାତୁ=ଦୁର୍ଗନ୍ଧ ହେବା+ଭାବ. ତି)— ଦୁର୍ଗନ୍ଧ —୩. Stink.
- ୪. ମଡ଼ାର ଗନ୍ଧ —୪. Stench of dead body.
- ୫. ଖଟ୍ଟାଶ ମୁଷ୍କ; ଶାଳିଆ ପତନୀର କୋଷ — ୫. The testicle of the civest cat or pole cat; Putorius Fœtidus.
ବିଶେଷଣ -
[ସମ୍ପାଦନା]ଦୁର୍ଗନ୍ଧମୟ —Stinking; fœtid.