ପୂତିକା
ଦେଖଣା
ପୂତିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ପୂୟ୍ ଧାତୁ=ଦୁର୍ଗନ୍ଧ ହେବା+ତି+ସ୍ୱାର୍ଥେ. କ+ ସ୍ତ୍ରୀ. ଆ; ଅନ୍ୟ ସଂସ୍କୃତ - ନାମ ଉପୋଦକୀ)
[ସମ୍ପାଦନା]- ୧. ପୋଇ ଶାଗ — ୧. The Basella creeper (pot herb).
- ୨. କଟାସ; ଗନ୍ଧମାର୍ଜ; ଶାଳିଆପତନୀ — ୨. pole cat; civet cat.
- ୩. ପୂତି କରଞ୍ଜ (ଦେଖ) - — ୩. Pūti karan̄ja (See)