Jump to content

ପୂତିନସ୍ୟ

ଉଇକିଅଭିଧାନ‌ରୁ

ପୂତିନସ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପୂତି=ଦୁର୍ଗନ୍ଧମୟ+ନସ୍ୟ=ନାସାରନ୍ଧ୍ର)

[ସମ୍ପାଦନା]

ନାସିକାରୋଗବିଶେଷ; ନାକରୁ ଦୁର୍ଗନ୍ଧ ବାହାରିବା ରୋଗ — A disease in which there are foetid exhalations from the nostril; oyoena.