ପୂତି କରଞ୍ଜ
ଦେଖଣା
ପୂତି କରଞ୍ଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଲଟା କରଞ୍ଜ ବା ବରିପୋଲ ଗଛ — Caesalpina Bonducella; the grey Bonduc.
ପତି କରଜ, ପୂତି କର୍ଣ୍ଣିକା, ପୁତୀ କରଜ, ପୂତୀ କରଞ୍ଜ—ଅନ୍ୟରୂପ)
[ ଦ୍ର—ଏହା ଗିଲଜାତୀୟ କଣ୍ଟାଯୁକ୍ତ ଲଟାଣିଆ ଗଛ ଏହା ଜଙ୍ଗଳରେ ଓ ପାଣିକୂଳରେ ହୁଏ ଫଳ ମଧ୍ୟ ଗିଲ ଫଳ ପରି କଣ୍ଟକଯୁକ୍ତ ତା ମଧ୍ୟରେ ଗୋଟିକ ପରି ଟାଣୁଆ ମଞ୍ଜି ଥାଏ]