Jump to content

ପୂତ୍ରଦା

ଉଇକିଅଭିଧାନ‌ରୁ

ପୂତ୍ରଦା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ପୁତ୍ର+ଦା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ବନ୍ଧ୍ୟାକର୍କୋଟକୀ (ହିନ୍ଦୀ - ଶ.) ଅଷାଢୁଆ (ଲତା ଓ ଫଳ) —୧. Memordiea Dioicicamala (creeper and fruit)
୨. ଲକ୍ଷ୍ମଣା କନ୍ଦ (ହିନ୍ଦୀ - ଶ.) (ଦେଖ) - — ୨. Lakshmaṇā kanda (See).
୩. ଶ୍ୱେତ କଣ୍ଟକାରୀ (ହିନ୍ଦୀ - ଶ.) — ୩. The white flwered Barler Barleria (plant).
୪. ଜୀବନ୍ତୀ (ହିନ୍ଦୀ - ଶ.) (ଦେଖ) - — ୪. Jībantī (See) (plant)