Jump to content

ପୂନା

ଉଇକିଅଭିଧାନ‌ରୁ

ପୂନା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ପୁଂ) ପୁର୍ଣ୍ଣାନନ୍ଦର ଡାକନାମ — ୧. A name for calling Pūṇṇānanda.
୨. (ସ୍ତ୍ରୀ) ଅନ୍ନପୂର୍ଣ୍ଣାର ଡାକନାମ — ୨. A name for calling Annapūrṇṇā
୩. (କ୍ଳା) ବମ୍ୱେ ପ୍ରେସିଡ଼େନ୍ସିର ପ୍ରସିଦ୍ଧ ନଗର — ୩. Poona, a famous city of Bombay.