ପୂନେଇଁ ଡାକରା
ଦେଖଣା
ପୂନେଇଁ ଡାକରା
ଉଚ୍ଚାରଣ
[ସମ୍ପାଦନା](ପୁନେଇ ଡକରା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିବାହର ପ୍ରଥମ ବର୍ଷ ମଧ୍ୟର ପଡ଼ିବା ଚାରି ପୂର୍ଣ୍ଣିମା (ଦୋଳ, କୁମାର, ଗହ୍ନା ଓ ଦେବସ୍ନାନ)ରେ ଶଶୁର ଘରକୁ ଯିବା ପାଇଁ ଜୋଇଁଙ୍କୁ ନିମତ୍ରଣ —Inviation extended to a son-in-law on ୪ particular fullmoon-days during. the ୧st year of marriage.