Jump to content

ପୂଯେଇବା

ଉଇକିଅଭିଧାନ‌ରୁ

ପୂଯେଇବା

ଉଚ୍ଚାରଣ

[ସମ୍ପାଦନା]

ପୂଯ ଦେବା, ପୂଯ ହେବାଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ପୂଯ)

[ସମ୍ପାଦନା]
୧. (ବ୍ରଣାଦି) ପାଚିବା ପୂଯରେ ପୂର୍ଣ୍ଣ ହେବା — ୧. (Boil etc) To become full of pus; to suppurate.
୨. ବ୍ରଣାଦିରୁ ପୂଯର ଧାର ନିର୍ଗତ ହେବା — ୨. (a sore) To emit pus.