Jump to content

ପୂଯୋଦ

ଉଇକିଅଭିଧାନ‌ରୁ

ପୂଯୋଦ

ଉଚ୍ଚାରଣ

[ସମ୍ପାଦନା]

(ପୂଯୋଦକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପୂଯ+ଉଦକ; ଏ ସ୍ଥାନରେ ପାପୀମାନେ ପୂଯପାଣିରେ ବୁଡ଼ନ୍ତି)

[ସମ୍ପାଦନା]

ନରକବିଶେଷ — A particular part of hell.