ପୂରତେ
ପୂରତଃ; ଆଗରେ; ସମ୍ମୁଖରେ — In front; before.
ବ୍ରିଡ଼ା ଜଳଧିରେ ବୁଡ଼ିବି ମୁଁ କେହି ତଭା ହେବି ସଙ୍ଗିନୀଙ୍କ ପୂରତେ, କବିସୂର୍ଯ୍ୟ ସଙ୍ଗୀତ