Jump to content

ପୂରନ୍ତା

ଉଇକିଅଭିଧାନ‌ରୁ

ପୂରନ୍ତା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପୂର୍ ଧାତୁ)

[ସମ୍ପାଦନା]
୧. ଲୋକ ପୂର୍ଣ୍ଣ —୧. Full of people.
୨. ପୂର୍ଣ୍ଣ —୨. Full.

ଫୁଟିଲା ଫୁଲ ବାସେ ପୂରନ୍ତା କ୍ଷିତି କବିସୂର୍ଯ୍ୟ ରତ୍ନକାର ଚମ୍ପୂ ଫ ଗୀତ

୩. (ସଂସ୍କୃତ - ପୁରାତନ) ପୁରାତନ; ପ୍ରାଚୀନ — ୩. Old; ancient.