Jump to content

ପୂରବାସୀ

ଉଇକିଅଭିଧାନ‌ରୁ

ପୂରବାସୀ

ଉଚ୍ଚାରଣ

[ସମ୍ପାଦନା]
(ପୁରବାସିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ଫୁ. (ପୁର+ବାସିନ୍; ୧ମା. ୧ବ.)

[ସମ୍ପାଦନା]
୧. ନଗରବାସୀ ବ୍ୟକ୍ତି; ନାଗରୀକ — ୧. Townsman; citizen.
୨. ଗ୍ରାମବାସୀ —୨. Villager.
୩. ଗୃହସ୍ଥ —୩. Householder.