ପୂରବୀ
(ପୂରୁବୀ—ଅନ୍ୟରୂପ)
ମାଳକ ଗୌଡ଼ା ରାଗର ମିଶ୍ରଣରେ ଉତ୍ପନ୍ନ ସଙ୍ଗୀତର ରାଗିଣୀ ବିଶେଷ —Name of a mixed musical air or tune.
[ ଦ୍ର—ଏହା ଦିବସର ୪ର୍ଥ ପ୍ରହରରେ ଗାଇବାକୁ ହୁଏ ଏହାର ଥାଟ 'ରେ' ୨ୟ 'ଧା' (ଷଷ୍ଠ) ଓ ଦୁଇ 'ମ' (୪ର୍ଥ) ଥାଏ]