ପୂରବ ଦୁଆର
ଦେଖଣା
ପୂରବ ଦୁଆର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୂରବ ଦୁଆର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ହତା ବା ଘରର ପୂର୍ବଦିଗରେ ଥିବା ଦୁଆର —୧. The eastern door of a house or compound.
- ୨. କୌଣସି ଦେଉଳର ବେଢ଼ାରେ ଥିବା ପୂର୍ବ ପାଖର ଦୁଆର; ସିଂହଦ୍ୱାର —୨. The lions gate or the eastern gate of the compound of a temple.