ପୂରାରେଇ ଦେବା
ଦେଖଣା
ପୂରାରେଇ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୂରାରେଇ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ହଠାତ୍ ଭର୍ତ୍ତି କରିବା — ୧. To suddenly thrust.
- ୨. କୌଣସି ସ୍ଥାନକୁ ପ୍ରବେଶ କରିବାକୁ ସମର୍ଥ କରିବା —୨. To enable one to entera place to admit.
(ଯଥା—ସାଆନ୍ତଙ୍କ ଡାହାଳ କୁତୀ ଖଞ୍ଚା ଭିତରକୁ କାହାରିକୁ ପୂରାଇ ଦେଉ ନାହିଁ)