Jump to content

ପୂରା ପଟାଇବା

ଉଇକିଅଭିଧାନ‌ରୁ

ପୂରା ପଟାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ପୂରା କରିବା; ଶେଷ କରିବା; ସମାପ୍ତ କରିବା —୧. To finish; to complete.
୨. ପୂର୍ଣ୍ଣ କରିବା; ସମ୍ପୂର୍ଣ୍ଣ କରିବା — ୨. To fill up.
୩. ସମାହିତ କରିବା —୩. To accomplish.