Jump to content

ପୂରା ମାସ

ଉଇକିଅଭିଧାନ‌ରୁ

ପୂରା ମାସ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପୂର୍ଣ୍ଣ+ମାସ)

[ସମ୍ପାଦନା]
୧. ଗର୍ଭଧାରଣର ପୂର୍ଣ୍ଣ ମାସ (୯ ବା ୧ ମାସ) ସମୟ; ଆସନ୍ନପ୍ରସବ ସମୟ — ୧. Ninth or tenth month of pregnancy.
୨. ସମ୍ପୁର୍ଣ୍ଣ ଏକ ମାସ —୨. One whole month.