ପୂରା ମୁଠି
ଚାରିଜଣ ଖେଳିବା ଏକପ୍ରକାର କଉଡ଼ି ଖେଳ — A kind of game with sea-shells.
[ଦ୍ରଷ୍ଟବ୍ୟ —ଏଥିରେ ଭୁଇଁରେ ଗୋଟିଏ ଯୁକ୍ତ ଚିହ୍ନ ବା ଛକ ଗାର କଟାଯାଏ]