Jump to content

ପୂରିତ

ଉଇକିଅଭିଧାନ‌ରୁ

ପୂରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ପୂର୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପୂର୍ଣ୍ଣ କରାଯାଇଥିବା — ୧. Filled.
୨. ପରିପୂର୍ଣ୍ଣ —୨. Filled up; full.
୩. ଗୁଣିତ —୩. Multiplied.