ପୂରୁ
ଦେଖଣା
ପୂରୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୂର ଧାତୁ+ଉ)
[ସମ୍ପାଦନା]- ୧. ବୈରାଜ ମନୁଙ୍କ ପୁତ୍ର — ୧. The son of B&aline;i̱rāja Manu.
- ୨. ଜହ୍ନୁମୁନିଙ୍କ ପୁତ୍ର — ୨. A son of sage Jahnu.
- ୩. ରାକ୍ଷାସବିଶେଷ —୩. Name of a demon.
- ୪. ଶର୍ମିଷ୍ଠାଙ୍କ ଗର୍ଭରୁ ଜାତ ଯଯାତିଙ୍କ ପୁତ୍ର — ୪. Name of a son of j̄aj̄āti.
- ୫. ମନୁଷ୍ୟ (ହିନ୍ଦୀ - ଶ) —୫. Man.