ପୂର୍ଣ୍ଣକାମ
ଦେଖଣା
ପୂର୍ଣ୍ଣକାମ
ଉଚ୍ଚାରଣ
[ସମ୍ପାଦନା](ପୂର୍ଣ୍ଣକାମା—ସ୍ତ୍ରୀ)
(ପୂର୍ଣ୍ଣକାମକ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ପୂର୍ଣ୍ଣ ହୋଇଅଛି କାମ= ମନୋରଥ ଯାହାର)
[ସମ୍ପାଦନା]- ୧. ଯାହାର ଅଭୀଷ୍ଟ ସିଦ୍ଧ ହୋଇଅଛି —୧. Having one's wishes fulfiled,
କେବେ ହୋଇ ନ ପପଇ ସେ ପୂର୍ଣ୍ଣିକାମ—କଷ୍ଣସିଂହ. ମହାଭାରତ. ସଭା
- ୨. ତୃପ୍ତ; ସନ୍ତୁଷ୍ଟ —୨. Satisfied; satiated.