Jump to content

ପୂର୍ଣ୍ଣକୂମ୍ଭ

ଉଇକିଅଭିଧାନ‌ରୁ

ପୂର୍ଣ୍ଣକୂମ୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଜଳପୂର୍ଣ୍ଣ ଘଟ; ଭରା ମାଠିଆ — ୧. A jar filled up with water.
୨. ଭଦ୍ରକୁମ୍ଭ; ପୂଜା , ଶ୍ରାଦ୍ଧ ଓ ଉତ୍ସାବାଦି କର୍ମରେ ପ୍ରଥମେ ଅନୁକୂଳ ସ୍ୱରୁପ ସ୍ଥାପିତ ହେବା ପବିତ୍ର ଜଳପୂର୍ଣ୍ଣ ଘଟ — ୨. A jar filled with holy water kept on occasions of ceremonies.