Jump to content

ପୂର୍ଣ୍ଣପାତ୍ର

ଉଇକିଅଭିଧାନ‌ରୁ

ପୂର୍ଣ୍ଣପାତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ପଦାର୍ଥରେ ପୂର୍ଣ୍ଣ ହେଇଥିବା ପାତ୍ର — ୧. A cup or vessel filled with some matter.
୨. ହେମାନ୍ତେ ବ୍ରାହ୍ମଣଙ୍କୁ ଦକ୍ଷିଣାରୂପେ ଦେୟ ତଣ୍ଡୁଳପୂର୍ଣ୍ଣ ହାଣ୍ଡି —୨. A pot filled with rice given to a Brāhmaṇa at the end of a 'homa' or sacrifice.
୩. ଜଳପୂର୍ଣ୍ଣ ପାତ୍ର —୩. A jar filled up with water.
୪. ପୁତ୍ର ଜନ୍ମାଦି ଉତ୍ସବରେ ପାରିତୋଷକରୂପେ ଆଶ୍ରିତ ଓ ଭୃତ୍ୟାଦିଙ୍କୁ ଦିଆଯିବା ବସ୍ତ୍ରାଳଙ୍କାରାଦି (ହିନ୍ଦୀ - ଶ.) — ୪. Presents of gift given to servants etc on the occasions of festivities.