ପୂର୍ଣ୍ଣପ୍ରଜ୍ଞ
(ପୂର୍ଣ୍ଣପ୍ରଜ୍ଞା—ସ୍ତ୍ରୀ) (ପୂର୍ଣ୍ଣପ୍ରଜ୍ଞତା—ବି)
ପୂର୍ଣ୍ଣଜ୍ଞାନୀ; ଯାହାର ଜ୍ଞାନ ପୂର୍ଣ୍ଣତା ପ୍ରାପ୍ତ ହୋଇଅଛି —Very wise; of mature understanding.
ପୁର୍ଣ୍ଣପ୍ରଜ୍ଞ ଦର୍ଶନର ପ୍ରଣେତା ମାଧ୍ୱାଚାର୍ଯ୍ୟ — A name of Mādhwāchārj̄ya.