Jump to content

ପୂର୍ଣ୍ଣମାସୀ

ଉଇକିଅଭିଧାନ‌ରୁ

ପୂର୍ଣ୍ଣମାସୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପୁର୍ଣ୍ଣି+ମାସ+ସ୍ତ୍ରୀ ଈ)

[ସମ୍ପାଦନା]
୧. ପୂର୍ଣ୍ଣିମା ତିଥି —୧. Full moon day.
୨. ଗୋପାପୁରବାସିନୀ ସନ୍ୟାସିନୀବିଶେଷ — ୨. Name of a female anchorite mentioned in the Bhāgabata

[ଦ୍ରଷ୍ଟବ୍ୟ —ଏ ଯୋଗମାୟାଙ୍କୁ ଅବତାର ଥିଲେ ଏ ମାୟା ବିସ୍ତାର କରି ରାଧାକୃଷ୍ଣଙ୍କ ମିଳନ କରାଇଥିଲେ ଓ ସମସ୍ତଙ୍କୁ ମାୟାରେ ବଂଶୀଭୁତ କରି ରଖିଥିଲେ ଏହାଙ୍କ ହେତୁରୁ ରାଧାଙ୍କ ଶାଶୁ ଜଟିଳା ରାଧା କୃଷ୍ଣଙ୍କ ପ୍ରଣୟ ସମ୍ୱନ୍ଧରେ କିଛି ମାତ୍ର ଜାଣି ପାରି ନ ଥିଲେ]