ପୂର୍ଣ୍ଣାନନ୍ଦ
ଦେଖଣା
ପୂର୍ଣ୍ଣାନନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ପରମାନନ୍ଦ; ଅତ୍ୟନ୍ତ ଆନନ୍ଦ — ୧. Greatest happiness.
- ୨. (ବହୁବ୍ରୀହି) ଆନନ୍ଦମୟ ପରମେଶ୍ୱର; ପରଂବ୍ରହ୍ମ — ୨. The Supreme God.
- ୩. ଜନୈକ ତନ୍ତ୍ରଶାସ୍ତ୍ର ସଂକଳୟିତା ପଣ୍ଡିତ — ୩. Name of a compiler of Tantra lore.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ — A name given to males.