Jump to content

ପୂର୍ଣ୍ଣାନ୍ତରେ

ଉଇକିଅଭିଧାନ‌ରୁ

ପୂର୍ଣ୍ଣାନ୍ତରେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. ବିଣ—(ସଂସ୍କୃତ - ପୂର୍ଣ୍ଣତଃ)

[ସମ୍ପାଦନା]

ପୂର୍ଣ୍ଣ ଭାବରେ — Fully; completely.

ଦୁଇ ସ୍ୱର ପୂର୍ଣ୍ଣାନ୍ତରେ କହୁଥାଏ ଯେବେ— ପ୍ରାଚୀ. ଶିବସ୍ୱରୋଦୟ