Jump to content

ପୂର୍ଣ୍ଣାବତାର

ଉଇକିଅଭିଧାନ‌ରୁ

ପୂର୍ଣ୍ଣାବତାର

ଉଚ୍ଚାରଣ

[ସମ୍ପାଦନା]

(ଅଂଶାବତାର—ବିପରୀତ)

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ଦେବତାଙ୍କର ସମ୍ପୂର୍ଣ୍ଣ ଅବତାର — Full incarnation of a Deity.

[ନୃସିଂହ, ରାମ ଓ ଶ୍ରୀକୃଷ୍ଣ ଓ ମତାନ୍ତରରେ କେବଳ ଶ୍ରୀକୃଷ୍ଣ ବିଷ୍ଣୁଙ୍କର ପୂର୍ଣ୍ଣାବତାର ବୋଲି କଥିତ]