Jump to content

ପୂର୍ଣ୍ଣିମା

ଉଇକିଅଭିଧାନ‌ରୁ

ପୂର୍ଣ୍ଣିମା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପୂର୍ଣ୍ଣ+ମା ଧାତୁ=(ଚନ୍ଦ୍ରଙ୍କ) ପରିମାଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]

ଶୁକ୍ଳପକ୍ଷର ପଞ୍ଚଦଶୀ ତିଥି — The fullmoon day.

[ସଂସ୍କୃତ - ନାମ, ପୂର୍ଣ୍ଣିମା, ପୂର୍ଣ୍ଣମାସୀ, ପିତ୍ର୍ୟା, ଚାନ୍ଦ୍ରୀ, ଅନନ୍ତା, ଚନ୍ଦ୍ରମାତା, ନିରଂଜନା, ଜ୍ୟୋତ୍ସୀ, ଇନ୍ଦୁମତୀ, ସିତ, ରାଜା, ଅନୁମତୀ]