ପୂର୍ଣ୍ଣ କରିବା
ଦେଖଣା
ପୂର୍ଣ୍ଣ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୂର୍ଣ୍ଣ କରିବା
|
ଦେଶଜ - କ୍ରି. (ସଂସ୍କୃତ - ପୁରଧାତୁ)
[ସମ୍ପାଦନା]- ୧. ପୂରାଇବା; ସମ୍ପୁର୍ଣ୍ଣ କରିବା —୧. To complete.
- ୨. ଭରତି କରିବା —୨. To fill up; to thust.
- ୩. ସଫଳ କରିବା —୪. To fulfil.