Jump to content

ପୂର୍ତ୍ତୀ

ଉଇକିଅଭିଧାନ‌ରୁ

ପୂର୍ତ୍ତୀ

ଉଚ୍ଚାରଣ

[ସମ୍ପାଦନା]
(ପୂର୍ତ୍ତିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପୂର୍ତ୍ତ+ଇନ୍, ୧ମା. ୧ବ)

[ସମ୍ପାଦନା]
୧. ତୃପ୍ତିଦାୟକ — ୧. Satisfying.
୨. ଇଚ୍ଛାପୂର୍ଣ୍ଣକାରକ — ୨. Fulfilling one's desire.
୩. ପୂରିତ (ହିନ୍ଦୀ - ଶ) —୩. Filled up.