Jump to content

ପୂର୍ବଜ

ଉଇକିଅଭିଧାନ‌ରୁ

ପୂର୍ବଜ

ଉଚ୍ଚାରଣ

[ସମ୍ପାଦନା]

(ପୂର୍ବ ଜନ୍ମା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପୂର୍ବ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ପିତୃ ପିତାମହାଦି —୧. Forefathers.
୨. ଜ୍ୟେଷ୍ଠପୁତ୍ର —୨. Eldest son.
୩. ଜ୍ୟେଷ୍ଠ ଭ୍ରାତା; ଅଗ୍ରଜ —୩. Elder brother.
୪. ଚନ୍ଦ୍ରଲୋକବାସୀ ପିତୃ ଲୋକ (ହିନ୍ଦୀ - ଶବ୍ଦସାଗର) — ୪. The spiritual bodies of the deceased ancestors moving in the Chandraloka.
(ପୂର୍ବଜା, ପୂର୍ବଜନ୍ମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]

ଜ୍ୟେଷ୍ଠ; ଅଗ୍ରଜ — Elder; eldest; first born.