Jump to content

ପୂର୍ବବତ୍

ଉଇକିଅଭିଧାନ‌ରୁ

ପୂର୍ବବତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ

[ସମ୍ପାଦନା]
୧. ଆଗପରି; ପୂର୍ବେ ଯେଉଁ ପରି ଥିଲା ସେହିପରି — ୧. As before.
୨. ପୂର୍ବୋକ୍ତ ପ୍ରକାରେ — ୨. As aforesaid; in the above manner.