ପୂର୍ବବର୍ତ୍ତୀ
ଦେଖଣା
ପୂର୍ବବର୍ତ୍ତୀ
ଉଚ୍ଚାରଣ
[ସମ୍ପାଦନା](ପୂର୍ବ ବର୍ତ୍ତିନୀ—ସ୍ତ୍ରୀ)
(ପୂର୍ବ ବର୍ତ୍ତିତା—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପୂର୍ବ+ବୃତ୍ ଧାତୁ+କର୍ତ୍ତୃ. ଇନ୍; ୧ମା.୧ବ)
[ସମ୍ପାଦନା]- ୧. ଅଗ୍ରଗାମୀ —୧. Going infront.
- ୨. ଅଗ୍ରସର —୨. Advancing.
- ୩. ପୂର୍ବଦିଗରେ ସ୍ଥିତ —୩. Situate in the east.
- ୪. ଏଥିପୂର୍ବେ ଘଟିଥିବା —୪. Previous; preceding.