Jump to content

ପୂର୍ବବାଦୀ

ଉଇକିଅଭିଧାନ‌ରୁ

ପୂର୍ବବାଦୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ହିନ୍ଦୁସ୍ମୃତି)

[ସମ୍ପାଦନା]
୧. ମକଦ୍ଦମାରେ ବାଦୀ — ୧. Plaintiff.
୨. ଫେରିଆଦୀ; ମୁଦେଇ —୨. One who lodges the first information; complainant.