Jump to content

ପୂର୍ବରାତ୍ର

ଉଇକିଅଭିଧାନ‌ରୁ

ପୂର୍ବରାତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପୂର୍ବନିପାତ; ରାତ୍ରର ପୂର୍ବ=ପ୍ରଥମାଂଶ)

[ସମ୍ପାଦନା]

ରାତ୍ରିର ପ୍ରଥମ ଭାଗ; ସନ୍ଧ୍ୟାଠାରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ — The first part of the night; evening.

ପୂର୍ବରାତ୍ରେ ଅପରରାତ୍ରେ ଜ୍ଞାନିଜନେ ମନକୁ ସଂଯତ କରନ୍ତି ପ୍ରତିଦିନେ—କୃଷ୍ଣସିଂହ, ମହାଭାରତ, ବନ