Jump to content

ପୂର୍ବା

ଉଇକିଅଭିଧାନ‌ରୁ

ପୂର୍ବା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପୂର୍ବ+ଆ; ପୂର୍ବର ସ୍ତ୍ରୀଲିଙ୍ଗ)

[ସମ୍ପାଦନା]
୧. ପ୍ରଥମା — ୧. First (feminine).
୨. ପୂର୍ବ କାଳୀନା —୨. Earlier.
୩. ପୂର୍ବ ଦିକ୍ସ୍ଥିତା —୩. Eastern.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପୂର୍ବଦିକ୍ (ହିନ୍ଦୀ - ଶ) —୧. The east.
୨. ପୂର୍ବ ଫାଲ୍ଗୁନୀ ନକ୍ଷତ୍ର (ହିନ୍ଦୀ - ଶ) — ୨. The ୧୧th asterism.