Jump to content

ପୂର୍ବାପର

ଉଇକିଅଭିଧାନ‌ରୁ

ପୂର୍ବାପର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ପୂର୍ବ+ଅପର)

[ସମ୍ପାଦନା]
୧. ଆଗା ଗୋଡ଼ା; ଆରମ୍ଭ ଓ ଶେଷ — ୧. The beginning and the end.
୨. ଆନୁପୂର୍ବ —୨. Sequence.
୩. ପ୍ରଥମ ବିଷୟ ଓ ଅନ୍ତିମ ବିଷୟ — ୩. The first and the last things; preceding and following matters.
୪. ପୂର୍ବ ଓ ପଶ୍ଚିମ —୪. East and west.
୫. ଆଗ ଓ ପଛ —୫. Front side back side.

ବିଶେଷଣ -

[ସମ୍ପାଦନା]
୧. ଆନୁପୂର୍ବିକ —୧. Connected; serial.
୨. ଧାରାବାହିକ —୨. Successive; serial.
୩. ଆଗିଲା ଓ ପିଛଲା; ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ — ୩. Prior and subsequent; former and latter.


୪. ଆଗରେ ଥିବା ଓ ପଛରେ ଥିବା — ୪. Situated in front and behind.

କ୍ରି.ବିଶେଷଣ -

[ସମ୍ପାଦନା]
୧. ମୂଳଠାରୁ ଶେଷ ପର୍ଯ୍ୟନ୍ତ — ୧. From the begininng to the end.
୨. ଆନୁପୂର୍ବିକ ରୂପେ —୨. In a connected manner; coherently; in due sequence.